ବୃକକ ରୋଗର ଲକ୍ଷଣ ଜଣେ ବ୍ୟକ୍ତିଙ୍କଠାରୁ ଅନ୍ୟ ବ୍ୟକ୍ତିଙ୍କ ମଧ୍ୟରେ ପାର୍ଥକ୍ୟ ଦେଖାଏ । ଏହା ବିଭିନ୍ନ ପ୍ରକାରର ଏବଂ ଅତ୍ୟଧକ ନିର୍ଭରଶୀଳ ଯଦି ବା ଲକ୍ଷଣ ଗୁଡିକ ସାଧାରଣ ଏବଂ ଭେଗ ସେଥୁପାଇଁ ଏହା ପ୍ରାଥମିକ ଅବସୁରେ ସହଜରେ ଜଣାପଡେ ନାହିଁ । ବୃକକ ରୋଗର ଲକ୍ଷଣ ମୁହଁ ଫୁଲିବା କ୍ରମାଗତ ବୃକକ ରୋଗର ଲକ୍ଷଣ ଗୁଡିକ ହେଉଛି ମୁହଁ, ପାଦ, ପେଟ ଫୁଲିବା, ଚାରିତ୍ରିକ ଲକ୍ଷଣ ଗୁଡିକ ସାଧାରଣତଃ ମୁଖରୁ ପ୍ରାୟତଃ ଆଖୁପତାରୁ ଆରମ୍ଭ ହୋଇଥାଏ ଏବଂ ଏହା ପ୍ରାୟତଃ ସକାଳୁ ହିଁ ଚେଶୀ ଜଣାପଡିଥାଏ । ଫୁଲିବା ହେଉଛି ବୃକକ କାର୍ଯ୍ୟ ନକରିବାର ଏକ ମୁଖ୍ୟ କାରଣ । କି', ଜଣେ ବ୍ୟକ୍ତି ଫୁଲିଗଲେ ଏହା ବୃକକ ରୋଗର ଏକମାତ୍ର କାରଣ ନୁହେଁ । କେତେକ କ୍ଷେତ୍ରରେ ବୃକକ୍ ସାଧାରଣଭାବେ କାର୍ଯ୍ୟ କରୁଥଲେ ମଧ୍ୟ ଫୁଲିବା ଦେଖା ଦେଇଥାଏ । (ଉଦାହରଣ ହେଉଛି ନେଫ୍ରେଟିକ ସିସ୍ମୋଗ୍ରାମ)। ସାଧାରଣଭାବେ ରୋଗୀଙ୍କ କ୍ଷେତ୍ରରେ ଫୁଲିବାର ଲକ୍ଷଣ ଦେଖାନଗଲେ ମଧ୍ୟ ସେମାନଙ୍କ ବୃକକ ଖରାପ ହୋଇପାରେ । ଭୋକ ନଲାଗିବା, ଦେହ ବୁଲାଇବା, ବୀ’ ଲାଗିବା, ନିଦ ଲାଗିବା ଭୋକ ନଲାଗିବା, ଖାଦ୍ୟ ଗୁର୍ବରେ ପରିବା0ନ ନହୋଇ କମ୍ ଖାଇବା ହେଉଛି ଏକ ମୁଖ୍ୟ କାରଣ ଯେଉଁଥରେ ରୋଗୀ ରେନାଲ ଫେଲ୍ୟୁଅରର ସମ୍ମୁଖୀନ ହୋଇଥାଏ । ଓସେନିଙ୍କ ସହିତ ବୃକକ କାର୍ଯ୍ୟହୀନତା, ବିଜାତୀୟ ପାଦାର୍ଥର ମାତ୍ରା ବୃଦ୍ଧି ଯୋଗୁଁ ଜଣେ ବ୍ୟକ୍ତି କୁ ବୀ’ ଲାଗିବା ବା ନାଁ ହେବା ଏବଂ ହିକପୂର ଶିକାର ହୋଇଥାଏ । ଉଚ୍ଚ ରକ୍ତଚାପ - ଚି'ଗ୍ରସ୍ତ ବ୍ୟକ୍ତି ଗଭୀର ଟି'ଗ୍ରସ୍ତ ବ୍ୟକ୍ତିଙ୍କର ବୃକକ କାର୍ଯ୍ୟହୀନ ହେବାର ସମ୍ଭାବନା ଅତି ସାଧାରଣ କଥା । ଯଦି ଟି'ଗ୍ରସ୍ତତା ଅତିକମ୍ ବୟସ ଅର୍ଥାତ୍ (୩o ବର୍ଷରୁ କମ) କିମା ରକ୍ତଚାପ ଅଧୁକ ରହେ ତେବେ ବୃକକର ଅସୁବିଧା କାରଣରୁ ତାହା ହେବାର ସମ୍ଭାବନା ଅଧୁକ ଥାଏ । ରକ୍ତହୀନତା ଏବଂ ଦୁର୍ବଳତା ସାଧାରଣତଃ ଫଟିର, ସାଧାରଣ ଦୁର୍ବଳ ଲାଗିବା ଏବଂ କାର୍ଯ୍ୟରେ କମ ମନନିବେଶ କରିବା ଏବଂ ପାଲୋର ହେଉଛି ରକ୍ତହୀନ ବା କମ୍ ରକ୍ତ, ଅବା ସାଧାରଣ ଅଭିଯୋଗ । ଏହି ସମୟରେ ଏହା ମଧ୍ୟ ଗୋଟେ ରୋଗୀର ଏକମାତ୍ର ଅଭିଯୋଗ ହୋଇଥାଏ । ଏହା କ୍ରନିକ ଗ୍ରହଣ ନକରେ ତେବେ ବୃକକ କାର୍ଯ୍ୟହୀନତା ହେବାର ପ୍ରକୃତ କାରଣ ନିରୂପଣ କରିବା ଅତ୍ୟ ଜରୁରୀ ହୋଇପଡେ । ଅନିନ୍ଦିଷ୍ଟ କାରଣ ଗୁଡିକ ଆO। ତଳ ବ୍ୟଥା, ଶରୀର ବିନ୍ଧିବା, କୁଣ୍ଡାଇ ହେବା ଏବଂ ଗୋଡରେ ବାଜୁଲା ବାହରିବା ହେଉଛି ବୃକକ ରୋଗୀର କ୍ରମାଗତ ଅଭିଯୋଗ । ପିଲାମାନଙ୍କ କ୍ଷେତ୍ରରେ, ଗୋଡର ହାଡ ବଙ୍କା ହୋଇଗଲେ କିମ୍ବା କ୍ରମାଗତ ବୃଦ୍ଧି ନହେଲେ ଏହା ବୃକକ ରୋଗର ଲକ୍ଷଣଭାବେ ଗ୍ରହଣ କରାଯାଇପାରେ । ପରିଶ୍ରା ହେବାରେ ଅଭିଯୋଗ ସାଧାରଣତଃ ପରିଶ୍ରା କରିବା ସମୟରେ ଅଭିଯୋଗ ଗୁଡିକ ହେଲା - ପରିଶ୍ରାର ପରିମାଣ ବା ମାତ୍ରା କମିବା, ଏହା ଫୁଲିବାର ଏକ କାରଣ ଏବଂ ଏହା ବୃକକ ରୋଗର ଲକ୍ଷଣା ଛୋଇପାଛୋର | ପରିଶ୍ରା ପୋଡା ହେବା, ପରିଶ୍ରାରେ ରକ୍ତ କିମ୍ବା ପୂଜ ପଡିବା ହେଉଛି ପରିଶ୍ରା ଦ୍ବାର ସଂକ୍ରମଣର ଏକ ଲକ୍ଷଣା | ପରିଶ୍ରା କରିବା ସମୟରେ ବାଧାପ୍ରାପ୍ତ ହେବା ଦ୍ବାରା ଚାପ ପଡେ, କଷ୍ଟ ହୁଏ ପରିଶ୍ରା ଆସିବାର ଧାରା କମି କ୍ଟୋପା କ୍ଟୋପା ପରିଶ୍ରା ହୁଏ । ଏହା ମଧ୍ୟ ମାତ୍ରାଧୁକ ବୃକକ ଆକ୍ରା’ର ଏକ ଖରାପ ଲକ୍ଷଣ । ପୁରାପୁରି ପରିଶ୍ରା ବନ୍ଦ ହେବା ମଧ୍ୟ ଦେଖାଯାଏ, ଯାହାକି ଏକ ସାଧାରଣ ଲକ୍ଷଣ ନୁହେଁ । ଯାହାହେଉ ଜଣେ ବ୍ୟକ୍ତି ଯଦି ଏପରି ଲକ୍ଷଣ ବା ଅବସୁ ଦେଶ ତେମେ ମଧ୍ୟ ଏହା ବୃକକ ରୋଗର କେବଳ ମାତ୍ର ଲକ୍ଷଣ ବା କାରଣ ନୁହେଁ ବା ଏପରି ଲକ୍ଷଣ ଦେଖାଯାଉଥବା ବ୍ୟକ୍ତି କେବଳ ବୃକକ ରୋଗୀ ତାହା ନହୋଇ ପାରେ । କିନ୍ତୁ ଏପରି ଲକ୍ଷଣ ଦେଖାଗଲେ ତୁର ଡ଼ାକ୍ତରଙ୍କ ସହ ପରାମର୍ଶ କରି ରୋଗର ପ୍ରକୃତ କାରଣ ଜାଣିବା ଉଚିତ୍ ସେଥପାଇଁ ପରୀକ୍ଷା ମାଧମର ଆବଶ୍ୟକ ହେଲେ ମଧ୍ୟ କରିବା ଉଚିତ୍ ଏବଂ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ରୋଗ ସଂପର୍କରେ ନିଶ୍ଚିତ ହେବା ଉଚିତ । ଆଧାର : ବୃକକ୍ ଶିକ୍ଷା ପ୍ରତିଷ୍ଠାନ