ଉପକଥା ୧ :ପ୍ରତ୍ୟେକ ବୃକକ ରୋଗ ଅସାଧ ବା ଅନାରୋଗ୍ୟ କାରଣ : ପ୍ରତ୍ୟେକ ବୃକକ ରୋଗ ଅସାଧ୍ୟ ନୁହେଁ । ପ୍ରାରମ୍ପରୁ ରୋଗ ନିରୂପଣ କରି ଚିକିତ୍ସା କଲେ ତାହା ହୁଏତ ଭଲ ହୋଇପାରେ । ଅଧୂକାଶ କ୍ଷେତ୍ରରେ ରୋଗ ପ୍ରକ୍ରିୟା ଧୂମେଇ ଯାଇଥାଏ ଅଥବା ଖରାପ ହେବାର ଗତିକୁ ପ୍ରତିରୋଧ କରାଯାଇପାରିଥାଏ । ଉପକଥା ୨ : ଗୋଟିଏ ବୃକକ ଅଚଳ ହେଲେ ବୃକକ୍ ଅକ୍ଷମ ହୋଇଯାଏ ବା ଅକାମୀ ହୋଇଯାଏ । କାରଣ : ଯେତେବେଳେ ଉଭୟ ବୃକକ ଅଚଳ ହୋଇଯାଏ ସେତେବେଳେ ବୃକକ ର ଅକ୍ଷମତା ଏବଂ କାର୍ଯ୍ୟ ହୀନତା ସଂଗଠିତ ହୋଇଥାଏ । ଯଦି ଗୋଟିଏ ପାଖ ବୃକକ କାଯ୍ୟ ନକରେ ତେବେ ରୋଗୀର କୌଣସି ଅସୁବିଧା ହୋଇନଥାଏ । ଏହି କ୍ଷେତ୍ରରେ ରକ୍ତରେ ୟୁରିଆର ପରିମାଣ ଏବଂ ସେରମ କ୍ରିଏଟିନିନ ର ମାତ୍ରା ଉକ୍ତ ପରୀକ୍ଷାରେ ସାଧାରଣ ସ୍ତରରେ ଅବାର ଦେଖାଯାଏ । କି ଯେତେବେଳେ ଉଭୟ ବୃକକ ଖରାପ ହୋଇଯାଏ ଏବଂ ବର୍ଜ ଉତ୍ପାଦ ଶରୀରରେ ଜମା ହୋଇ ରହେ ଏବଂ ରକ୍ତରେ ୟୁରିଆ ଏବଂ ସେରମ କ୍ରିଏଟିନିନ ର ମାତ୍ରା ବଢିଯାଏ ସେତବେଳେ ରକ୍ତ ପରୀକ୍ଷା ବୃକକ ଖରାପ ହେବାର ସୂଚନା ଦିଏ । ଉପକଥା ୩ : ବୃକକ ରୋଗରେ ଶରୀରର ବିଭିନ୍ନ ଅଂଶ ଫୁଲିଯିବାଟା ବୃକକ କାର୍ଯ୍ୟ ନକରିବାର ସୂଚନା କାରଣ : କେତେକ ବ୍ଲକକ ରୋଗରେ ଶରୀର ଫୁଲିଯାଇଥାଏ । କି ବୃକକ୍ ର କାର୍ଯ୍ୟ ପ୍ରଣାଳୀ ସାଧାରଣ ଓ ସ୍ଵାଭାବିକ ଥାଏ । ଉଦାହରଣ - ନେରେଫ୍ରାଟିକ ସିନ୍ଥେଣ୍ଡାମସ୍ । ଉପକଥା ୪ : ଏଡିମା (ଫୁଲିଯିବା) ସମସ୍ତ ବୃକକ ଅଚଳ ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ । କାରଣ : ନା ଫୁଲିଯିବା ବା ଏଡିମା ଅଧୁକାଶ ବୃକକ ଅଚଳ ହୋଇଥୁବା ରୋଗୀଙ୍କ କ୍ଷେତ୍ରରେ ଦେଖାଯାଏ କି ସମସ୍ତଙ୍କର ନୁହେଁ । କେତେକ ରୋଗୀ ବୃକକ ଖରାପ ହେବାର ଶେଷ ପର୍ଯ୍ୟାୟରେ ଅଲେ ମଧ୍ୟ ଏଡିମା ଦେଖାଯାଇନଥାଏ । ତେଣୁ ଏଡିମାର ଅନୁପସ୍ଥିତି ବା ଫୁଲିଯିବା ବୃକକ ଖରାପ ରୋଗୀଙ୍କୁ ଚିହ୍ନିତ କରିପାରେ ନାହିଁ । ଉପକଥା ୫ : ବୃକକ ରୋଗରେ ଆକ୍ରା' ରୋଗୀ ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଉଚିତ । କାରଣ : ବହୁ ପ୍ରକାର ବୃକକ ରୋଗରେ କମ ପରିଶ୍ରା ହେବା ସାଧାରଣତଃ ଫୁଲିଯିବାର ମୁଖ୍ୟ କାରଣ ହୋଇପାରେ । ତେଣୁ ପାଣି ପିଇବାରେ ନିୟନ୍ତ୍ରଣ ଶରୀରର ସମତା ରକ୍ଷା କରିବା ବିଶେଷକରି ବୃକକ ରୋଗୀଙ୍କ କ୍ଷେତ୍ରରେ ଆବଶ୍ୟକ ହୋଇପଡ଼େ ।ଯାହାହେଉ, ଯେଉଁମାନଙ୍କର ପଥୁରୀ ରୋଗ ଅଛି ଏବଂ ଯେଉଁମାନେ ୟୁରିନାରୀ ଟ୍ରାକ ଇନଫେକସନରେ ଆକ୍ରା' ହୋଇ ମଧ୍ୟ ସେମାନଙ୍କ ମୌତ୍ରାଶୟିକ କାର୍ଯ୍ୟ ସାଧାରଣ ଥାଏ ସେମାନଙ୍କୁ ଅଧକ ପରିମାଣରେ ପାଣି ପିଇବାକୁ ପରାମର୍ଶ ଦିଆଯାଏ । ଉପକଥା ୬ : ମୁଁ ଠିକ ଅଛି ତେଣୁ ମୁଁ ଭାବୁନାହିଁ କି ମୋର କୌଣସି ବୃକକ ରୋଗ ଅଛି । କାରଣ : କ୍ରନିକ ବୃକକ ରୋଗର ଆରମ୍ଭରୁ ଅଧିକାଂଶ ରୋଗୀଙ୍କର କୌଣସି ଲକ୍ଷଣ ଦେଖାଯାଏ ନାହିଁ । ଅଧିକାଂଶ ଅସଙ୍ଗତି କେବଳ ଲାବୋରେଟୋରୀ ପରୀକ୍ଷା କରାଗଲେ ରୋଗ ସଂପର୍କରେ ଉପକଥା ୭ :ମୁଁ ବହୁତ ସୁସ୍ଥ ଅନୁଭବ କରୁଥିବାରୁ ମୋର କ୍ରମାଗତ ବୃକର ଚିକିତ୍ସା କରିବାର କୌଣସି ଆବଶ୍ୟକତା ନାହିଁ । କାରଣ : ବହୁତ କ୍ରନିକ ବ୍ଲକକ ରୋଗରେ ଆକ୍ରା' ହୋଇଥୁବା ରୋଗୀ ଉଚିତ୍ ଚିକିତ୍ସା କରି ପୁରା ସୁସ୍ଥ ଅନୁଭବ କରିଥାଆଁ । ତେଣୁ ସେମାନେ ଔଷଧ ଖାଇବାରେ ଅବହେଳା କରିଥାଆଁ’, ଖାଦ୍ୟରେ ନିୟନ୍ତ୍ରଣ ରଙ୍ଖ ନାହିଁ । କିନ୍ତୁ ଚିକିତ୍ସାରେ ଅବହେଳା କରିବା ଦ୍ବାରା କ୍ରନିକ ବୃକକ ରୋଗ ପରବର୍ତୀ କାଳରେ ଅତ୍ୟ ମାରାମୂକ ହୋଇପାରେ । ଏହାଦ୍ଵାରା ଦ୍ରୁତ ଗତିରେ ବୃକକ ଅଚଳ ହୋଇଥାଏ । ଫଳରେ ରୋଗୀ ଡାଇଲିସିସ ଅଥବା ବୃକକ ପ୍ରତିରୂପଣ କରିବା ପରିସ୍ଥିତିରେ ପହଚିଂ ଯାଏ . ଉପକଥା ୮ : ମୋର ସେରମ କ୍ରିଏଟିନିନ ମାତ୍ରା ସାଧାରଣା ଠାରୁ ଟିକେ ଅଧୁକ କି ମୁଁ ପୁରାପୁରି ସୁସ୍ଥ ତେଣୁ ମୋର ବ୍ୟସ୍ତ ହେବାର କୌଣସି କାରଣ ନାହିଁ । କାରଣ : ସ୍କନ୍ଥାଧୁକ ସେରମ କ୍ରିଏଟିନ୍ ର ମାତ୍ରା ବୃକକ ର ଅନୁପଯୋଗୀତାକୁ ଦର୍ଶାଇଥାଏ ଯଦ୍ବାରା ସେଥୁପ୍ରତି ଧାନ ଦେବା ଆବଶ୍ୟକ ହୋଇଥାଏ । ବିଭିନ୍ନ ପ୍ରକାରର ବୃକକ ରୋଗ ବୃକକ ର ପ୍ରଭୁତ କ୍ଷତି କରିଥାଏ । ତେଣୁ ବିନା ବିଳମ୍ବରେ ନେରେଫ୍ରାଲୋଜିଷ୍ଟଙ୍କ ପରାମର୍ଶ ଜରୁରୀ । ବିଭିନ୍ନ ପ୍ରକାର କ୍ରନିକ୍ ବୃକକ ରୋଗ କ୍ଷେତ୍ରରେ ସେରମ କ୍ରିଏଟିନିନ ର ମାତ୍ରା ବଢିବା ଦ୍ବାରା କ'ଣ ହୋଇଥାଏ ଆସ ବୁଝିବା କ୍ରନିକ ବୃକକ ରୋଗ ପ୍ରାରମ୍ଭିକ ଅବସ୍ଥାରେ ଲକ୍ଷଣ ବିହିନ ହୋଇଥାଏ ଏବଂ କ୍ରିଏଟିନିନ ର ମାତ୍ରା ବୃଦ୍ଧି ହେଉଛି ବୃକକ ରୋଗର ଏକମାତ୍ର ଲକ୍ଷଣ । ସେରମ କ୍ରିଏଟିନିନ ର ମାତ୍ରା ୧.୬ ମି.ଗ୍ରା/ଡ଼ି.ଏଲ ମାନେ ୫୦% ଭାଗ ବୃକକ ଅଚଳ ହୋଇଯାଇଥାଏ । ତାହା ଅତି ତାପୂର୍ଯ୍ୟପୂର୍ଣ୍ଣ । ଏହି ଅବସୁରେ କ୍ରନିକ ବୃକକ ରୋଗକୁ ନିରୂପଣ କରି ଉଚିତ ଚିକିତ୍ସା ଆରମ୍ଭ କରିବା ଦ୍ବାରା ଚିକିତ୍ସା ସଫଳ ହୁଏ । ଦୀର୍ଘଦିନ ପର୍ଯ୍ୟ' ବୃକକ କାର୍ଯ୍ୟକ୍ଷମ ରନ୍ଦିବା ପାଇଁ ନେଫ୍ରେଲୋଜିଷ୍ଟ ଙ୍କ ତ0ବଧାନରେ ଚିକିସ୍ଥିତ ହେବା ଉଚିତ । ଭାଗ ବୃକକ ଅଚଳ ହୋଇଥାଏ । ତେଣୁ ବୃକକ୍ ର କାର୍ଯ୍ୟକୁ ଠିକ ରଖୁବାପାଇଁ ଉଚିତ୍ ଚିକିତ୍ସା ଆବଶ୍ୟକ । କି, ଏହା ମନେରଖୁବାକୁ ହେବ କି କ୍ରନିକ ବୃକକ ରୋଗର ଏହା ସବୁଠାରୁ ବିଳମ୍ବିତ ଅବସୁ ଏବଂ ବୃକକ ନଷ୍ଟ ହେବାପରି କ୍ଷତିରୁ ଉଚିତ ସମୟରେ ସଠିକ୍ ଚିକିତ୍ସା କରିବା ହେଉଛି ବୃକକ୍ ସଂରକ୍ଷଣର ଅପୂର୍ବ ସୁଯୋଗ । ଯେତେବେଳେ ସେରମ କ୍ରିଏଟିନିନ ମାତ୍ରା ୧୦.oମିଗ୍ରା/ଡିଏଲ ହୋଇଯାଏ ସେତେବେଳେ ବୃକକ୍ ୯୦% ଭାଗ ଅଚଳ ହୋଇଯାଏ । ଏହା ବୃକକ ରୋଗର ଶେଷ ଅବସ୍ଥାର ସୂଚନା ପ୍ରଦାନ କରେ । ଏହି ଅବସୁରେ ଔଷଧ ମାଧ୍ୟମରେ ଚିକିତ୍ସା ଆଉ ଫଳପ୍ରଦ ହୋଇପାରେ ନାହିଁ । ତେଣୁ ଡାୟଲିସିସ୍ କରିବା ଅପରିହାର୍ଯ୍ୟ ହୋଇପଡେ । ଉପକଥା ୯ : ରେନାଲ ଫେଲ୍ୟୁଅର ରୋଗୀଙ୍କ କ୍ଷେତ୍ରରେ ଥରେ ରୋଗୀର ଡାୟଲିସିସ୍ କରାଯିବା ଆରମ୍ଭ ହେଲେ କାଳକ୍ରମେ ଏହା ସ୍ନାୟୀ ଭାବରେ ଆବଶ୍ୟକ କରିଥାଏ । କାରଣ : ନାହିଁ । ବୃକକ ର ଅଚଳାବସ୍ନାର ସ୍ତର ଉପରେ ଜଣେ ବ୍ୟକ୍ତିର ଡାୟଲିସିସ୍ କରାଯିବାର କାର୍ଯ୍ୟ ଦିବସ ନିର୍ଭର କରେ । ଆକମ୍ପ୍ୟୁଟ ବୃକକ ଅଚଳ ହେଉଛି ଅସୁୟୀ ଏବଂ ରିଭସିବଲ ଟାଇପର ବୃକକ ଅଚଳାବସ୍ଥାକୁ ବୁଝାଏ । ଆକମ୍ପ୍ୟୁଟ ବୃକକ ଅଚଳାବସ୍ଥାରେ କେତେକ ରୋଗୀ ଖୁବ୍ କମ୍ ଥର ଡାୟଲିସିସ୍ ଆବଶ୍ୟକ କରିଥାଆଁ' ଏବଂ କମ ଥରରେ ସୁସ୍ଥ ହୋଇଯାଆଁ’ । କି, ଠିକ ସମୟରେ ଡାୟଲିସିସ୍ ନକରି ବିଳମ୍ବ କଲେ ଏହା ସ୍ନାୟୀ ଆବଶ୍ୟକ ହେବା ସହ ଜୀବନ ପ୍ରତି ବିପଦ ବଢିଯାଏ । କ୍ରନିକ୍ ବୃକକ ରୋଗ ହେଉଛି ପ୍ରୋଗ୍ରେସିଭ ଏବଂ ଇରେଭରସିବଲ ପ୍ରକାରର ବୃକକ ରୋଗ । ଶେଷ ପର୍ଯ୍ୟାୟରେ ଅବା କ୍ରନିକ ବ୍ଲକକ୍ ରୋଗ (ଶେଷ ସ୍ତରର ବୃକକ ରୋଗ> କ୍ରମାଗତ ଭାବରେ ଶେଷ ଜୀବନ ପର୍ଯ୍ୟ" ଡାୟଲିସିସ୍ ଆବଶ୍ୟକ କରେ । ଉପକଥା : ବୃକକ କାର୍ଯ୍ୟହୀନତାକୁ ଡାୟଲିସିସ୍ ପୁରା ଭଲ କରିଦିଏ । କାରଣ : ନା, ଡାୟାଲିସିସ୍ ବୃକକର କାର୍ଯ୍ୟ ହୀନତାକୁ ପୁରା ସୁସ୍ଥ କରି ପାରିନଥାଏ । ବୃକକ୍ ପାର୍ଯ୍ୟହୀନ ହେଲେ ଡାୟଲିସିସ୍ ଚିକିତ୍ସା ଏକ ପ୍ରଭାବଶାଳୀ ଜୀବନରକ୍ଷାକାରୀ ଚିକିତ୍ସା ପଦ୍ଧତି, ଯାହାକି ଅମୃଆଧାରିତ ଅସୁବିଧାକୁ ଦୂର କରିବା ସହିତ ଶରୀରୁ ଅଦରକାରୀ ଉତ୍ପାଦ, ମାତ୍ରାଧୂକ ଜଳକୁ ସିଷ୍କାସିତ କରେ ଏବଂ ଇଲେକ୍ଟୋଲାଇଟ୍ ଅସଙ୍ଗତିକୁ ଠିକ କରିଥାଏ । ବୃକକ ଯେଉଁ କାର୍ଯ୍ୟ ଦୀର୍ଘଦିନ ଧରି କରିବାରେ ଅକ୍ଷମ ହୁଏ ଡାୟାଲିସିସ୍ ସେହି କାର୍ଯ୍ୟ ଗୁଡିକୁ କରିଥାଏ । ବୃକକ ମାତ୍ରାଧକ କାର୍ଯ୍ୟହୀନ ହୋଇଗଲେ ରୋଗୀ ଡାୟଲିସିସ୍ ଚିକିତ୍ସା ଦ୍ବାରା ସୁସ୍ଥ ହେବା ସହିତ ଲକ୍ଷଣ ମୁକ୍ତ ହୋଇଥାଏ । ଉପକଥା ୧୦ : ବୃକକ ପ୍ରତ୍ଯାରୋପଣ କ୍ଷେତ୍ରରେ ସ୍ତ୍ରୀ କିମ୍ବା ପୁରୁଷ ବିରୋଧ, ଲିଙ୍ଗକୁ ବୃକକ ଦାନ କରିପାରିବେ ନାହିଁ । କାରଣ : ଯେହେତୁ ବୃକକ ର ଗଠନ ଏବଂ କାର୍ଯ୍ୟ ପୁରୁଷ ଓ ସ୍ତ୍ରୀ ଙ୍କର ସମାନ ତେଣୁ ସ୍ତ୍ରୀ କିମ୍ବା ପୁରୁଷ ବିରୋଧ ଲିଙ୍ଗକୁ ବୃକକ ଦାନ କରିପାରିବେ । ଉପକଥା ୧୧ : ବୃକକ ଦାନ କରିବା ଦ୍ବାରା ଶରୀର ଏବଂ ଯୌନ କ୍ରିୟାରେ କୌଣସି ବ୍ୟାଘାତ ସୃଷ୍ଟି କରିନଥାଏ । ବୃକକ ଦାନ କରୁଥବା ବ୍ୟକ୍ତି ସୁସ୍ଥ ଓ ନିରାମୟ ଜୀବନ ବିତାଇ ଥାଆଁ’ ଏପରିକି ବୈବାହିକ ଜୀବନ କିମ୍ବା ସ'ନ ଜନ୍ମ କ୍ଷେତ୍ରରେ କୌଣସି ବାଧା ସୃଷ୍ଟି ହୁଏ ନାହିଁ । ଉପକଥା ୧୨ : ବୃକକ ପ୍ରତ୍ଯାରୋପଣ ପାଇଁ ବୃକକ କିଣିବା ସମ୍ଭବ । କାରଣ : ବୃକକ କିଣାବିକା ହେଉଛି ଏକ ଅପରାଧ । ଏହା ମନେରଖୁବା ଉଚିତ ଯେ ଯଦି ଜଣେ ସମ୍ପର୍କୀୟ ହୋଇନଥାଏ ତେବେ ସେ ବ୍ୟକ୍ତିର ବୃକକ ଦିଆଯାଉଥବା ବ୍ୟକ୍ତିର ବୃକକ ଗ୍ରହଣ କରିନପାରେ । ଉପକଥା ୧୩ : ବର୍ତମାନ ମୁଁ ସୁସ୍ଥ , ମୋର ରକ୍ତଚାପ ସାଧାରଣ ରହୁଛି, ତେଣୁ ମୁଁ ରକ୍ତଚାପ ନିୟନ୍ତ୍ରଣ କରିବାର ଔଷଧ ଖାଇବାର ଆବଶ୍ୟକତା ନାହିଁ । ମୁଁ ସୁସ୍ଥ ଅନୁଭବ କରୁଥୁବାରୁ ରକ୍ତଚାପ ନିୟନ୍ତ୍ରଣ କରିବାପାଇଁ ଯେଉଁ ଔଷଧ ତାକୁ ଖାଉନାହିଁ । ସୁସ୍ଥ ଅନୁଭବ ଯୋଗୁଁ ମୁଁ କାହିଁକି ରକ୍ତଚାପ ଔଷଧ ଖାଇବି ? କାରଣ : ଉଚ୍ଚ ରକ୍ତଚାପରେ ଆକ୍ରା' ବ୍ୟକ୍ତି ରକ୍ତଚାପ ସାଧାରଣ ହୋଇଯିବା ପରେ ଔଷଧ ଖାଇବା ବନ୍ଦ କରିଦିଅଁ, ସେମାନେ ଔଷଧ ନଖାଇ ମଧ୍ୟ ସୁସ୍ଥ ଅନୁଭବ କର୍ଗ', ସେମାନଙ୍କଠାରେ ଅସୁସୁଚାର କୌଣସି ଲକ୍ଷଣ ମଧ୍ୟ ଦେଖାଯାଏ ନାହିଁ । କି. ଉଚ୍ଚରକ୍ତଚାପ ଅସମ୍ମାଳ ଅବସ୍ଥାକୁ ଆସିଲେ ଏହା ନୀରବ ଘାତକ ସାଜେ ଏବଂ ଏହା ଦୀର୍ଘଦିନ ପର୍ଯ୍ୟ" ରହିଲେ ଏହା ହାର୍ଚ ଆଟାକ୍ କିଡନୀ ଫେଲଖୁଅର ଏବଂ ବୈଷ୍ଟାକ ପରି ସମସ୍ୟା ସୃଷ୍ଟିକରେ । ତେଣୁ ଶରୀରର ଗୁରୁତ୍ବପୂର୍ଣ୍ଣ ଅଙ୍ଗର ସୁରକ୍ଷା କରିବା ପାଇଁ ହେଲେ ନିୟମିତ ଔଷଧ ସେବନ କରିବା ସହିତ ରୋଗୀ କୌଣସି ସମସ୍ୟା ଅନୁଭବ ନ କଲେ ମଧ୍ୟ ରକ୍ତଚାପକୁ ନିୟନ୍ତ୍ରଣ କରିବା ନିତ୍ୟା’ ଆବଶ୍ୟକ । ଉପକଥା : କେବଳ ପୁରୁଷମାନଙ୍କ ବୃକକ ଦୁଇଗୋଡ ମଝିରେ ଏକ ମୁଣାରେ ଥାଏ । କାରଣ : ପୁରୁଷ ତଥା ମହିଳା ଉଭୟଙ୍କ ବ୍ଲକକ ସମାନ ମାପ, ଆକାର ଏବଂ ସମାନ କାର୍ଯ୍ୟ କରେ ଏବଂ ଏହା ଉଭୟଙ୍କର ଆବଡୋମିନର ଉପର ଏବଂ ମନୁଷ୍ୟର ପଛପାଖରେ ଥାଏ । ପୁରୁଷମାନଙ୍କ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ପ୍ରଜନନକ୍ଷମ ଅଂଶ ବା ଅଣ୍ଡକୋଷ ଗୁଡିକ ଏକ ମୁଣା ମଧ୍ୟରେ ଦୁଇଗୋଡ ମଝିରେ ରହିଥାଏ । ଆଧାର : "ବୃକକ୍ ଶିକ୍ଷା ପ୍ରତିଷ୍ଠାନ"